ନିର୍ବାଚନ ଲଢ଼ିବେନି ବିଜେଡିର ବହୁ ବିଦ୍ରୋହୀ ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡି ବିଦ୍ରୋହୀଙ୍କୁ ବୁଝାଇଲେ ବରିଷ୍ଠ ନେତା। କାହାକୁ ଘରକୁ ଡାକି ତ ଆଉ କାହାକୁ ଶୀର୍ଷ ନେତୃତ୍ବଙ୍କ ନିକଟକୁ ପଠାଇ ଆଶ୍ବସନା ଦେଲେ। କିଛି ଜଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା। ଯିଏ ମାନିନେଲେ ସିଏ ନିର୍ବାଚନ ମଇଦାନ ଛାଡ଼ିଲେ। ଆଉ ଯିଏ ନ ମଙ୍ଗିଲେ ତାଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରୋକଠୋକ୍‌ ଶୁଣାଇଲେ। ଫଳରେ ଜଣଙ୍କ ପରେ ଜଣେ ପୂର୍ବତନ କର୍ପୋରେଟର ଆଜି ବିଏମ୍‌ସି ନିର୍ବାଚନ … Continue reading ନିର୍ବାଚନ ଲଢ଼ିବେନି ବିଜେଡିର ବହୁ ବିଦ୍ରୋହୀ ପ୍ରାର୍ଥୀ